କୋଭିସିଲ୍‌ଡ ଟିକା ବ୍ୟବଧାନ ବଢ଼ିଲା: ୧୨ରୁ ୧୬ ସପ୍ତାହ ମଧ୍ୟରେ ନେଇପାରିବେ ଦ୍ବିତୀୟ ଡୋଜ୍‌

ଆକ୍ରାନ୍ତ ସୁସ୍ଥ ହେବାର ୬ ମାସ ପରେ ହିଁ ନେଇପାରିବେ ନୂଆଦଲ୍ଲୀ : ପୁଣେସ୍ଥିତ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଦ୍ବାରା ପ୍ରସ୍ତୁତ କୋଭିସିଲ୍‌ଡ ଟିକାର ଦୁଇଟି ମାତ୍ରା ମଧ୍ୟରେ ବ୍ୟବଧାନ ୧୨ରୁ ୧୬ ସପ୍ତାହ ଯାଏ ବଢ଼ାଇବାକୁ ନାସନାଲ୍‌ ଟେକ୍ନିକାଲ୍‌ ଆଡ୍‌ଭାଇଜରି ଗୃପ ଅନ୍‌ ଇମ୍ୟୁନାଇଜେସନ୍‌ (ଏନ୍‌ଟିଏଜିଆଇ) ସରକାରଙ୍କୁ ପରାମର୍ଶ କରିଛି। ଅପରପକ୍ଷେ, ସରକାର ଏହି ପରାମର୍ଶକୁ ତୁରନ୍ତ କାର୍ଯ୍ୟକାରୀ କରିଦେଇଥିବା ଜଣାଯାଇଛି। ଏହାଦ୍ବାରା ଉକ୍ତ ଟିକା ପାଇଁ ଦୁଇ ମାତ୍ରା … Continue reading କୋଭିସିଲ୍‌ଡ ଟିକା ବ୍ୟବଧାନ ବଢ଼ିଲା: ୧୨ରୁ ୧୬ ସପ୍ତାହ ମଧ୍ୟରେ ନେଇପାରିବେ ଦ୍ବିତୀୟ ଡୋଜ୍‌